STORYMIRROR

ପେଶାରେ...

ପେଶାରେ ଡାକ୍ତର ନିଶା ଲେଖାର ସନ୍ତୁଳନ ବିଗିଡିଲେ ଅସୁବିଧା ହେବ ରୋଗୀ ର ରୋଗୀ ସେବା ମୋର ପରମ ସୌଭାଗ୍ୟ ଲେଖା ଲେଖି କରି ଜିଣେ ଜଗତ ପେଶା ନ ଥିଲେ ପେଟ ପୋଡିଯିବ ମିଳିବନି ଆହାର ପେଟ ଓଦା ଥିଲେ ଲେଖେ କବିତା ସମ୍ଭାର ଅମୀତା ଦାଶ 🙏©®

By Amita Dash
 278


More oriya quote from Amita Dash
26 Likes   0 Comments
19 Likes   0 Comments
22 Likes   0 Comments
30 Likes   0 Comments
24 Likes   0 Comments