STORYMIRROR
ପଚାରନା,...
ପଚାରନା,ଧୈର୍ଯ୍ୟର...
ପଚାରନା,ଧୈର୍ଯ...
“
ପଚାରନା,ଧୈର୍ଯ୍ୟର ସୀମା କେଉଁଯାଏ ?
ମନଭରି ପରୀକ୍ଷା କରିପାର,
ଆଶାର ସଂହିତା ଅନ୍ତ ଯାଏ.....
ସ୍ୱୟଂକୁ ମୋହ ଥିଲେ ସିନା,
ପରାଜୟର ଭୟ ଥାଆନ୍ତା !!!
ଏମିତି ସଂଘର୍ଷ ଚାଲିଥିବ,
ଶେଷ ରକ୍ତବିନ୍ଦୁ ଥିବାଯାଏ ॥
✍SushreeShibanee
”
307
More oriya quote from SushreeShibanee Das
Download StoryMirror App