STORYMIRROR

ପାର୍ବଣ...

ପାର୍ବଣ ଆସିଲେ ଆସନ୍ତି ମାଆ, ତାଙ୍କ ଆଶୀଷରେ ହସେ ଦୁନିଆଁ, ଶରତ ଆକାଶେ ହସଇ ଚାନ୍ଦ, ବାଜା ରୋଷଣୀରେ ମନ ଆନନ୍ଦ। ଏବର୍ଷ ଆସ ଗୋ ଅଭୟଦାତ୍ରୀ, କରୋନା ବିନାଶି ରଖ ଏ କ୍ଷୀତି।

By Kulamani Sarangi
 181


More oriya quote from Kulamani Sarangi
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments