STORYMIRROR

ପାହାଡ଼...

ପାହାଡ଼ ଚଢିବା ପୂର୍ବରୁ ଅଣ୍ଟା ଭିଡ଼ିବାକୁ ପଡେ ସମୁଦ୍ର ଲଙ୍ଘିବା ପୂର୍ବରୁ ଲହରୀ ଭାଙ୍ଗିବାକୁ ପଡେ ଆକାଶେ ଉଡିବା ପୂର୍ବରୁ ଡେଣା ଝାଡିବାକୁ ପଡେ ଜୀବନ ସଙ୍ଘର୍ଷେ ଜିତିବା ପୂର୍ବରୁ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଲଢ଼ିବାକୁ ପଡେ। ପପୁ ପରିଡା

By Papu parida
 182


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments