STORYMIRROR

ପାହାଡ଼...

“ ପାହାଡ଼ ଚଢିବା ପୂର୍ବରୁ ଅଣ୍ଟା ଭିଡ଼ିବାକୁ ପଡେ ସମୁଦ୍ର ଲଙ୍ଘିବା ପୂର୍ବରୁ ଲହରୀ ଭାଙ୍ଗିବାକୁ ପଡେ ଆକାଶେ ଉଡିବା ପୂର୍ବରୁ ଡେଣା ଝାଡିବାକୁ ପଡେ ଜୀବନ ସଙ୍ଘର୍ଷେ ଜିତିବା ପୂର୍ବରୁ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଲଢ଼ିବାକୁ ପଡେ। ପପୁ ପରିଡା ”

By Papu parida
 186


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments