STORYMIRROR

ପାଦ ଥକିଯାଏ...

ପାଦ ଥକିଯାଏ ଚାଲୁ ଚାଲୁ ବାଟ ଚାଲିବାକୁ ପଡ଼ିଥାଏ, ଚାଲି ଚାଲି ମୁଁ ଯେ ଏ ଚଲାବାଟରେ ଚାଲିବାକୁ ଭୁଲିଯାଏ । ତଥାପି ଚାଲିବି ଆହୁରି ଚାଲିବି ଚାଲିବାରେ ନାହି ଦୁଃଖ, ଅନନ୍ତ, ଅସୀମ ଏହି ଚଲା ବାଟ ଚାଲୁ ଚାଲୁ ହେବ ଅନ୍ତ ।

By Pragati Biswal
 20


More oriya quote from Pragati Biswal
0 Likes   0 Comments
1 Likes   0 Comments
30 Likes   0 Comments
30 Likes   0 Comments