STORYMIRROR
ଓଡ଼ିଆ...
ଓଡ଼ିଆ ଭାଷା ଯେ...
ଓଡ଼ିଆ ଭାଷା...
“
ଓଡ଼ିଆ ଭାଷା ଯେ ଏଡ଼େ ବଢ଼ିଆ
ଏବେ ଯାଇ ମୁଁ ବୁଝିଲି
ନିଜ ଲୋକଙ୍କ ସହ ଭାବ ବିନିମୟ
ଯେବେ ମୋ ମାତୃଭାଷା ଦ୍ଵାରା କଲି
ଆହାଃ, ସେ ଭାବପ୍ରବଣତା
ଆଉ କୋଉ ଭାଷା ରେ ଅବା କାହିଁ?
”
74
More oriya quote from Shibangi Das
Download StoryMirror App