STORYMIRROR
ନୂତନ ବର୍ଷ...
ନୂତନ ବର୍ଷ...
ନୂତନ ବର୍ଷ...
“
ନୂତନ ବର୍ଷ ହେ..... ମୋ ନୂତନର ବର୍ଷ
ନୂତନେ ହସାଅ...... ନୂତନର ହସ
ନୂତନେ ମହକୁ .......ଜୀବନ ମହକ
ନୂତନେ ନୂତନ...... ନୂତନତା ପାଇଁ
ନୂତନେ ଜିତାଅ ମନେ..... ସଭିଙ୍କର ଯଶ
ନୂତନ ବର୍ଷ ହେ....... ମୋ ନୂତନର ବର୍ଷ
”
10
More oriya quote from Kadambari Mohakhud
Download StoryMirror App