STORYMIRROR
ନୂଆ ଜୀବନ ନୂଆ...
ନୂଆ ଜୀବନ ନୂଆ...
ନୂଆ ଜୀବନ...
“
ନୂଆ ଜୀବନ ନୂଆ ଘର
ନୂଆ ସାଥୀରେ ନୂଆ ବର
ସିମନ୍ତରେ ନାଇ ଲାଲ ସିନ୍ଦୂର
ଏଇତ ଆମ ବାହାଘର
ନୂଆ ପିରତି ନୂଆ ପ୍ରେମ
ଭରିଯାଉ ଖୁସିରେ ଜୀବନ ।।
ସୂର୍ଯ୍ୟକାନ୍ତ ଦାଶ.
”
336
More oriya quote from surjyakanta dash
Download StoryMirror App