ଜୀବନ ଯନ୍ତ୍ରଣା ତୁମେ କି ବୁଝିବ ପ୍ରିୟା ତୁମେ ମୋର ଏକା ଆଜୀବନ ସଖୀ କଣ୍ଢେଇ ରାଣୀ ମୋ କଥା ଦେଇ ରଖିଲନି କଥା ।। ସୂର୍ଯ୍ୟକାନ୍ତ ଦାଶ.
କାହାର ଭଲ ଚିନ୍ତା କଲେ ମିଳେ ପ୍ରଭୁଙ୍କର ଦୃଷ୍ଟି କାହାକୁ ଦୟା ଦେଖାଇଲେ ମିଳେ ମନରେ ସନ୍ତୁଷ୍ଟି ।। ସୂର୍ଯ୍ୟକାନ୍ତ ଦାଶ.

ପ୍ରେମ ଓ ଦୟା ବିନା ସଂସାରେ ଜୀବନ ଜୀବନ ନୁହେଁ ସତ୍ୟ ଓ ମାନବିକତା ମନୁଷ୍ୟର ସବୁବେଳେ ମାନଦଣ୍ଡ ହୁଏ ।। ସୂର୍ଯ୍ୟକାନ୍ତ ଦାଶ.