Surjyakanta Dash
Literary Colonel
342
Posts
42
Followers
11
Following

ଲେଖକ ପରିଚୟ ନାମ : ସୂର୍ଯ୍ୟକାନ୍ତ ଦାଶ ଗ୍ରାମ : ସୁଆଣ୍ଡୋ ପୋଷ୍ଟ : ବଳପୁର ଥାନା : ସତ୍ୟବାଦୀ ଜିଲ୍ଲା : ପୁରୀ ଓଡ଼ିଶା -୭୫୨୦୪୬

Share with friends
Earned badges
See all

ଜୀବନ ଯନ୍ତ୍ରଣା ତୁମେ କି ବୁଝିବ ପ୍ରିୟା ତୁମେ ମୋର ଏକା ଆଜୀବନ ସଖୀ କଣ୍ଢେଇ ରାଣୀ ମୋ କଥା ଦେଇ ରଖିଲନି କଥା ।। ସୂର୍ଯ୍ୟକାନ୍ତ ଦାଶ.

ଉଡ଼ିଗଲେ ମାଛରଙ୍କା ଛାଡ଼ିଦେଇ ପର ମୁଁ ଯଦି ତୁମର ହୁଏ ତୁମେ ଖାଲି ମୋର ।। ସୂର୍ଯ୍ୟକାନ୍ତ ଦାଶ.

ପ୍ରେମ ଅନ୍ଧ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ବିବାହ ପ୍ରେମ ର ବି ଆଖି ଖୋଲିଦିଏ।। ସୂର୍ଯ୍ୟକାନ୍ତ ଦାଶ.

କାହାର ଭଲ ଚିନ୍ତା କଲେ ମିଳେ ପ୍ରଭୁଙ୍କର ଦୃଷ୍ଟି କାହାକୁ ଦୟା ଦେଖାଇଲେ ମିଳେ ମନରେ ସନ୍ତୁଷ୍ଟି ।। ସୂର୍ଯ୍ୟକାନ୍ତ ଦାଶ.

ପ୍ରେମ ଓ ଦୟା ବିନା ସଂସାରେ ଜୀବନ ଜୀବନ ନୁହେଁ ସତ୍ୟ ଓ ମାନବିକତା ମନୁଷ୍ୟର ସବୁବେଳେ ମାନଦଣ୍ଡ ହୁଏ ।। ସୂର୍ଯ୍ୟକାନ୍ତ ଦାଶ.

ପ୍ରେମ ଓ ଦୟା ବିନା ସଂସାରେ ଜୀବନ ଜୀବନ ନୁହେଁ ସତ୍ୟ ଓ ମାନବିକତା ମନୁଷ୍ୟର ସବୁବେଳେ ମାନଦଣ୍ଡ ହୁଏ ।। ସୂର୍ଯ୍ୟକାନ୍ତ ଦାଶ.

ଲୋଭ, ମାୟା ସବୁବେଳେ ଯା ହୃଦୟେ ବସା ବାନ୍ଧିଥିବ ଦୟା, କ୍ଷମା କେବେହେଲେ ତା ପାଶେ ନ ପଶିବ ।। ସୂର୍ଯ୍ୟକାନ୍ତ ଦାଶ.

Feed

Library

Write

Notification
Profile