STORYMIRROR
ନୂଆ...
ନୂଆ ଧାନର ସୁବାସେ...
ନୂଆ ଧାନର...
“
ନୂଆ ଧାନର ସୁବାସେ ନୂତନ ଆଶା ଜାଗେ,
ନବୀନ ଚିନ୍ତା ନେଇ ନୂଆ ସପନ୍ ଭାଗେ।
ମା' ସମଲେଶ୍ବରି କରୁଣା ଆଶିଷ ସଙ୍ଗେ,
ପରିବାର ମିଳନ ଆନନ୍ଦ ଉଲ୍ଲାସ ରଙ୍ଗେ।।
Priyanka Panda
”
More oriya quote from Priyanka Panda
Download StoryMirror App