STORYMIRROR

ନରଙ୍କୁ...

ନରଙ୍କୁ ରଖିପାରୁ ନିଜ ଅଧୀନରେ ବୋଲି ତୁ ନର ଅଧିକାରୀ ନାରୀ ସଂକଳ୍ପକୁ କରି ଅମୋଘ ଅସ୍ତ୍ରଟେ ସବୁ ସୀମା ତୁ କରି ଯା ପାରି ଭୟ ସଂକୋଚ ଓ ସମାଜର ମିଛ ମାନ୍ୟତା ଆଗରେ ଯାଆନାହିଁ ତୁ ଡରି ତୁ ନାରୀ।

By Papu parida
 15


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments