STORYMIRROR

ନିସ୍ତବ୍ଧ...

ନିସ୍ତବ୍ଧ ଅନ୍ଧକାର ର ପ୍ରହରରେ ନିଜକୁ ପାଇବାର କ୍ଷଣିକ ଆଶାରେ ପାଲଟି ଗଲିଣି ଜୀବନ୍ତ ମୁର୍ଦାରଟାଏ, ନା ପାଉଛି ଉନ୍ନତିର ଦିଶା, ନା ଅବନତି ର କିଛି ଅବସାଦ, ହେଲେ ଚେଷ୍ଟା ମୋର ଆଲୋକରେ ଚୁମିବାକୁ କ୍ଷଣେ ରଶ୍ମିର ରଂଜକୁ, କିନ୍ତୁ ପାଲଟିଯାଇଛି ଜୀବନ୍ତ ମୁର୍ଦାର ପ୍ରତୀକ୍ଷଣ ପାଇବାର ଆଶାରେ ସାଜିଗଲିଣି ଜୀବନ୍ତ ମୁର୍ଦାର ଟିଏ...

By Biswajit Samal
 204


More oriya quote from Biswajit Samal
12 Likes   1 Comments