STORYMIRROR

ନିଷ୍ପାପ ଏ...

ନିଷ୍ପାପ ଏ ଆଖି ଯୋଡ଼ାରେ କାଇଁ କେତେ ଜଖମ ନିଦର ଦେଖା ନାହିଁ ସ୍ୱପ୍ନର ଅନ୍ତ ନାହିଁ ସ୍ୱପ୍ନରେ ଉଡାଣ ଭରିବାକୁ ଡେଣା ଲଗେଇଛି ପଲକେ ।। ସ୍ୱପ୍ନ କୁ ବାସ୍ତବତାର ରୂପ ଦେବାର ପ୍ରୟାସ ଆଉ ବାସ୍ତବତା କୁ ଅଙ୍ଗେ ନିଭେଇ ବାର ଉତ୍ସାହ ପ୍ରୟାସ ଆଉ ଉତ୍ସାହ ଭିତରେ ଅନ୍ତର କେତେ ଯାହା ଖାଲି ସମୟ କୁ ଅପେକ୍ଷା .......

By Gayatri Sahoo
 22


More oriya quote from Gayatri Sahoo
0 Likes   0 Comments
0 Likes   0 Comments
1 Likes   0 Comments
2 Likes   0 Comments
6 Likes   1 Comments