STORYMIRROR
ଦ୍ରୋଣ...
ଦ୍ରୋଣ ସାଜି ମାଗି...
ଦ୍ରୋଣ ସାଜି...
“
ଦ୍ରୋଣ ସାଜି ମାଗି ନେଲା ଯିଏ ଏ ହାତରୁ ଆଙ୍ଗୁଠି...
ଆଜି ଖୋଜୁଅଛି ମୋ ହାତଲେଖା କୃତଜ୍ଞତା ଚିଠି।।
ଅଦିନିଆ ବରଷା ପରି ମୋ ସହରେ ଯାଏ ସେ ବରଷି..
ଥରେ ବି ସେ ବୁଝିଲାନି
ଏ ମାଟିର ହୃଦୟ କାହାଣୀ ।।
”
13
More oriya quote from Gayatri Sahoo
Download StoryMirror App