STORYMIRROR

ନିରବୀ...

ନିରବୀ ଯାଏ ********** ଜହ୍ନକୁ ଦେଖିଦେଲେ ତୁମ କଥା ଭାବେ ତାରାକୁ ଦେଖିଦେଲେ ତୁମ କଥା କୁହେ...||❤ ନଦୀକୁ ଦେଖିଦେଲେ ପ୍ରେମ ଗଭୀରତା ମାପେ ତୁମକୁ ଦେଖିଦେଲେ ନିରବୀ ଯାଏ.....||❤ ପବନ ଛୁଇଁ ଦେଲେ ତା ଉପରେ ରାଗେ ବରଷା ବରଷି ଗଲେ ପ୍ରେମରେ ମୁଁ ଭିଜେ....||❤ ତୁମେ ଛୁଇଁଦେଲେ ତନୁ ମନ ଓଦା ହୁଏ ତୁମ ଛୁଆଁ ଦେହେ ଶିହରଣ ଖେଳାଏ....||❤ ବର୍ଷାରାଣୀ ଦାଶ... ଭଦ୍ରକ 🙏

By BARSARANI DASH
 199


More oriya quote from BARSARANI DASH
29 Likes   0 Comments