STORYMIRROR

ନିଜଠାରୁ...

ନିଜଠାରୁ ନିଜକୁ ଟିକିଏ ଧାର୍ ଦେବ କି? କାଇଁ ଯେଉଁଆଡ଼େ ବି ନିଜକୁ ଖୋଜୁଛି ତମଠାରେ ମୋ ଅସ୍ମିତା ର ପରିଚୟ ମିଳିଛି ❤️!! ବାସ୍.............. 🌹ସେଇମିତି ସାଇତି ରଖିଥାଅ | ମୋ ଜୀବନର ଶେଷ ସ୍ମୃତି ପର୍ଯ୍ୟନ୍ତ ସେଇ ପ୍ରେମ କୁ ସଜାଡ଼ିବା ପାଇଁ ଯେମିତି ଟିକି ହୃଦୟ ରହୁ ପର୍ଯ୍ୟାପ୍ତ 😍😘..||

By Ankita Priyadarsini Sahu
 26


More oriya quote from Ankita Priyadarsini Sahu
1 Likes   0 Comments