STORYMIRROR
ନିଜଠାରୁ...
ନିଜଠାରୁ ନିଜକୁ...
ନିଜଠାରୁ...
“
ନିଜଠାରୁ ନିଜକୁ ଟିକିଏ ଧାର୍ ଦେବ କି?
କାଇଁ ଯେଉଁଆଡ଼େ ବି ନିଜକୁ ଖୋଜୁଛି ତମଠାରେ ମୋ ଅସ୍ମିତା ର ପରିଚୟ ମିଳିଛି ❤️!!
ବାସ୍.............. 🌹ସେଇମିତି ସାଇତି ରଖିଥାଅ |
ମୋ ଜୀବନର ଶେଷ ସ୍ମୃତି ପର୍ଯ୍ୟନ୍ତ
ସେଇ ପ୍ରେମ କୁ ସଜାଡ଼ିବା ପାଇଁ ଯେମିତି ଟିକି ହୃଦୟ ରହୁ ପର୍ଯ୍ୟାପ୍ତ 😍😘..||
”
26
More oriya quote from Ankita Priyadarsini Sahu
Download StoryMirror App