STORYMIRROR

ନିଜର ଦୁଃଖର...

ନିଜର ଦୁଃଖର କାରଣ କେହି ଅନ୍ୟ ବୋଲି କଦାପି ଭାବନ୍ତୁ ନାହିଁ।ନିଜେ ହିଁ ନିଜର ସହାୟତା କରି ପରିସ୍ଥିତି ଅନୁଯାୟୀ ବଂଚିବା ଶିଖନ୍ତୁ।ବାସ୍ତବରେ ଏହା ଅସମ୍ଭବ ନୁହେଁ।

By Krushna prasad Das
 226


More oriya quote from Krushna prasad Das
28 Likes   0 Comments