STORYMIRROR

ନିଜର ଦୁଃଖ...

ନିଜର ଦୁଃଖ କଷ୍ଟ ଅନ୍ତରଙ୍ଗ ଛଡା କାହା ଆଗରେ କହିବା ଅନୁଚିତ। ସମବେଦନା ବାହାନାରେ ସେମାନେ ମଜାନେବେ ,ସମୟ ଆସିଲେ ଉପହାସ ମଧ୍ୟ କରିବେ । ମନରେ ଆଘାତ ଦେବାକୁ ବି ପଛେଇବେନି ।

By Debjani Sathua
 13


More oriya quote from Debjani Sathua
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments