STORYMIRROR
ନିଜ...
ନିଜ ପୁଅ ସହ ଗୋଟିଏ...
ନିଜ ପୁଅ ସହ...
“
ନିଜ ପୁଅ ସହ ଗୋଟିଏ ଅଜଣା ଝିଅଟିଏ ଵୁଲୁଥିବାର ଦେଖି ପୁଅର ଗାଲେ ଚଟକଣା ଲଗାଇ ତା ମାଆ ପଚାରିଲା ତୁ କ'ଣ ଶେଷରେ ଏୟା କଲୁ ? ତୁ ଝିଅର ପୋଷାକ ଚିରି ତା ଇଜ୍ଜତ ସହ ଖେଳିଛୁ! ମୋ ନଜର ସିନା ତା ଉପରେ ପଡିଗଲା ଵୋଲି ମୁଁ ଜାଣିଲି। ବିଚାରି , ଚିରା ଫଟା ପେଣ୍ଟ ସହ ଦୁଇ କାନ୍ଧରୁ ଅଧା ଖସିଯାଇଥିବା ଟପ୍ ଟିଏ ପିନ୍ଧିଛି। ଗାଲ ଆଉଁସି ଆଉଁସି ପୁଅ କହିଲା, ଚିରାଫଟା ପେଣ୍ଟ ପିନ୍ଧିବା ଆଜିକାଲିର ଫେସନ ପରା ମାଆ। ଆଉ ପୁଅର ମାଆ କ'ଣ କହିବ ଗାଲରେ ହାତ ଦେଇ ଆବାକାବା ହୋଇ ରହିଗଲା।
ଡଃ ଝରଣା
”
183
More oriya quote from Dr Jharana Satapathy
Download StoryMirror App