STORYMIRROR

ନେଇପାରେ ଯିଏ...

ନେଇପାରେ ଯିଏ ତା'ନାମ ନେତା, ଦେଇପାରେ ଯିଏ ସେ ଭୋଟଦାତା, ଭୋଟ ସରିଲେ ନେତା ଉଭାନ, ଗଧର ମୁଣ୍ଡରେ ଶିଙ୍ଗ ସମାନ। ଏହି ଗଣତନ୍ତ୍ର ଫଣ୍ଡା, ଗଣତନ୍ତ୍ର ଯେବେ ବିଫଳ ହୋଇବ, ଦୁର୍ନୀତି ତୋଳିବ ଖଣ୍ଡା।

By Kulamani Sarangi
 214


More oriya quote from Kulamani Sarangi
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments