STORYMIRROR

ନଦୀର ସ୍ରୋତ...

ନଦୀର ସ୍ରୋତ ବହିଯାଏ ସମୁଦ୍ରରେ ମିଶିବା ପାଈଁ, ଗଙ୍ଗଶିଉଳି ଝରିଯାଏ ଠାକୁର ପାଖେ ସମର୍ପଣ ପାଈଁ, ସମୟ ଗଡ଼ି ଯାଏ କାହାକୁ ଅପେକ୍ଷା ତା'ର ନାଇଁ, ହୃଦୟ କିନ୍ତୁ ଅପେକ୍ଷାରତ କାହାରି ଆଗମନ ପାଈଁ !!!

By Sasmita Patanaik
 225


More oriya quote from Sasmita Patanaik
28 Likes   0 Comments