STORYMIRROR
ନାରୀ ଆଖିରେ...
ନାରୀ ଆଖିରେ...
ନାରୀ ଆଖିରେ...
“
ନାରୀ ଆଖିରେ ନିଆଁ
ଘୋର ଅରଣ୍ୟରେ ନିଆଁ ଲାଗିଗଲେ ବରଷାରେ ଶାନ୍ତ ହୁଏ
ହେଲେ ନାରୀ ଆଖି ନିଆଁ ମାନେନାହିଁ କିଛି
ପ୍ରତିଷୋଧ ଯାଏଁ ଜଳୁଥାଏ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
208
More oriya quote from Kshitish Jena
Download StoryMirror App