STORYMIRROR

ନା କାହାର...

ନା କାହାର ଜନ୍ମ ଥାଏ ନା କାହାର ମୃତ୍ୟୁ ଥାଏ। ମାଟିର ଏକ ଟୁକୁଡ଼ା ମାଟିରୁ ଉଠି "ମୁଁ - ମୁଁ" କୁହେ ଏବଂ ପୁଣି ମାଟିରେ ମିଶିଯାଏ। ମାଟିରୁ ଉଠି ପୁଣି ମାଟିରେ ମିଶିବାର ଏଇ ଛୋଟ ପ୍ରକ୍ରିୟାକୁ "ମୁଁ" ଜୀବନର ନାମ ଦିଏ।

By Sritam Mahanta
 10


More oriya quote from Sritam Mahanta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments