STORYMIRROR
ନ ଯାଆ...
ନ ଯାଆ କୂଟିଳ ଲୋକର...
ନ ଯାଆ କୂଟିଳ...
“
ନ ଯାଆ କୂଟିଳ ଲୋକର ପାଶ,
ନାହିଁରେ ତାଙ୍କୁ ଆଦୋୖ ବିଶ୍ୱାସ,
ମୁଖରେ ଅମୃତ ଭିତରେ ବିଷ,
କୌଶଳେ ପକାଇ ଦିଅନ୍ତି ଫାଶ,
ବେଳକାଳ ଉଣ୍ଡି କରନ୍ତି ସର୍ବନାଶ
ଦୋ ମୁହାଁ ଜୀଵ ନୀତି ଓ ବେଶ।
”
17
More oriya quote from Satyabati Swain
Download StoryMirror App