STORYMIRROR
ମୁଁ ଯଦି ଦୀପର...
ମୁଁ ଯଦି ଦୀପର...
ମୁଁ ଯଦି...
“
ମୁଁ ଯଦି ଦୀପର ଶିଖା ହୁଏ,
ତୁମେ ଝଡ଼ର ପବନ।
ତୁମେ ଆସି ଥରେ ବହି ଗଲା ପରେ,
ମୁଁ ନ ଥିବି ଆଉ ଏଇ ଦୁନିଆରେ।
ମୋର ତୁମର କାହାଣୀ ପ୍ରେମର,
ଆରମ୍ଭରୁ ଅବସାନ।।
”
29
More oriya quote from Rishab Kapoor
Download StoryMirror App