STORYMIRROR
ମୁଁ ପଣତ...
ମୁଁ ପଣତ...
ମୁଁ ପଣତ...
“
ମୁଁ ପଣତ ଖୋଜୁଥିଲି
ହେଲେ ସେ ମୋତେ ଓଢ଼ଣୀ ଧରେଇ ଦେଲା।
ମୁଁ ତାକୁ ମମତା ମାଗିଲି
ହେଲେ ସେ ମୋତେ ସଂସାରେ
ଚଳିବା ର ଉପଦେଶ ଦେଇଗଲା,,
"ତା ନଜରରେ କାଳେ ମୁଁ ବଡ଼ ହେଇଗଲଣି।"
”
155
More oriya quote from Mahima Rana Maahi
Download StoryMirror App