Mahima Rana🦋,,,,🦋
Literary Lieutenant
15
Posts
0
Followers
1
Following

None

Share with friends

ଏଇ ତ ଆରମ୍ଭ,,, ✨

ମୋ ଆଖି ରେ ଲୁହ ଦେଇ ସେ ମୋତେ ପଚାରୁଥିଲା,, "କ'ଣ ତୁମେ କେମିତି ଅଛ" ମୁଁ ବି ହସି ହସି ତା ପ୍ରଶ୍ନ ର ଉତ୍ତର ଦେଇଦେଲି,, କହିଲି ତୁମେ ଗଲା ପରେ ବହୁତ ଖୁସି ରେ ଅଛି 🦋🍁🦋

କଳ୍ପନା ରେ ହଜିବା ଅପେକ୍ଷା ମୁଁ ବାସ୍ତବରେ ଜୀଇଁ ବା ଶିଖୁଛି,, କାହିଁକି ନା ଆଜି ଠୁ ମୁଁ ,, ତୋ ବିନା ଜୀବନ ରେ ଅଗକୁ ବଢିବା ଶିଖୁଛି,,,,,,🦋

ମୋର ବୁଝିବାକୁ ଆଉ ବାକି କିଛି ରହିନଥିଲା। କାହିଁକି ନା ତା ନିରବତା ହିଁ ମୋତେ ମୋର ସବୁ ପ୍ରଶ୍ନ ର ଉତ୍ତର ଦେଇଗଲା। mahima m maahi 🦋

ଗୋଟେ ଅଜବ୍ ମୋଡ୍ ରେ ମୁଁ ଆଜି ଛିଡ଼ା ହେଇଚି। ହଜାରେ ଲୋକ ଙ୍କ ଗହଣରେ ଥାଇ ବି ମୁଁ କେଜାଣି କାଇଁ ଏତେ ଏକା ଏକା ମନେ କରୁଛି। mahima m maahi 🦋

ମୁଁ ପଣତ ଖୋଜୁଥିଲି ହେଲେ ସେ ମୋତେ ଓଢ଼ଣୀ ଧରେଇ ଦେଲା। ମୁଁ ତାକୁ ମମତା ମାଗିଲି ହେଲେ ସେ ମୋତେ ସଂସାରେ ଚଳିବା ର ଉପଦେଶ ଦେଇଗଲା,, "ତା ନଜରରେ କାଳେ ମୁଁ ବଡ଼ ହେଇଗଲଣି।"

ମୁଁ ସେହି ବଗିଚା ର ଫୁଲ କଢି ଟିଏ ଯେଉଁଠି ଭଅଁର ନିତି ଆସି ଗୁଣୁ ଗୁଣୁ ଗିତ ପଦେ ଗାଇ ଫେରି ଯାଏ। Mahima m maahi 🦋

ମୋର କୋୖଣସି ଭୁଲ୍ ନଥାଇ ବି ସେ ସବୁବେଳେ ମୋତେ ଦୋଷୀ ଭାବିନେଉଥିଲେ,, ହେଲେ ଆଜି ମୁଁ ସତସତିକା ଗୋଟିଏ ଭୁଲ କରିବାକୁ ଯାଉଛି,, ତାଙ୍କୁ ନ ଜଣେଇ ତାଙ୍କ ଠୁ ବହୁତ ଦୂରକୁ ଚାଲିଯାଉଛି।

ସ୍ଵପ୍ନ ଦେଖିବା ଯଦି ଗୋଟିଏ ଅପରାଧ,, ତାହେଲେ ହଁ ମୁଁ ସେ ଅପରାଧ କରିଛି,, ହେଲେ ଆଜି ପ୍ରାୟଶ୍ଚିତ କରିବା କୁ ଚାହେଁ,, ତୁମଠୁ ଦୂରେଇ ଯିବାକୁ ଚାହେଁ 🦋


Feed

Library

Write

Notification
Profile