STORYMIRROR
ମୁଁ...
ମୁଁ ମାଆ ପେଟ ରୁ...
ମୁଁ ମାଆ ପେଟ...
“
ମୁଁ ମାଆ ପେଟ ରୁ ବାହାରିବା ପରେ ହୁଏ ମୁଁ ଝିଅ ,
ଝିଅ ପରେ ମତେ ନୂଆ ପଦବୀ ହୁଏ ମୁଁ ନାରୀ ,
ନାରୀ ପଦବୀ ରେ ପଦନିତ ହେବା ପରେ ମୁଁ ହୁଏ ମା ,
ମା ର ପର ପଦବୀ ମୋର ହୁଏ ଶାଶୁ ,
ଜୀବନ ରେ ବହୁତ ପଦବୀ ପଦନିତ ହୋଇ ନିଜ ପରିଚୟ ହିଁ ଭୁଲି ଯାଏ ମୁଁ !
ମୁଁ କିଏ ବୋଲି ??
ସମସ୍ତେ କୁହନ୍ତି କି ତୁ ମହିଳା ବୋଲି ।
”
90
More oriya quote from Rekha Rekha
Download StoryMirror App