STORYMIRROR
ମୁହଁକୁ ଶୁଖାଇ...
ମୁହଁକୁ ଶୁଖାଇ...
ମୁହଁକୁ...
“
ମୁହଁକୁ ଶୁଖାଇ ବସିଛ କିଆଁ,
ହଜି ଯାଇଛି କି ସାରା ଦୁନିଆ?
ଖୋଲା ମନେ ଥରେ ଦିଅ ତ ହସି,
ତା ଦେଖି ହସିବ ଆକାଶେ ଶଶି,
ହସ ଠାରୁ ବଳି ଔଷଧ ନାହିଁ,
ରୋଗ ବଇରାଗ ରହେ ଦୂରେଇ।
”
278
More oriya quote from Kulamani Sarangi
Download StoryMirror App