STORYMIRROR
ମୋର ଘର ମୋ...
ମୋର ଘର ମୋ...
ମୋର ଘର ମୋ...
“
ମୋର ଘର ମୋ ଅଗଣା
ମୋ ବୃନ୍ଦାବତୀ ମୋ ଜେଜେମା
ସବୁ ଲାଗେ ଆଜି ଜୀବନଠୁ ବଳି ଆପଣା
କାଲି ବାପଘର ଏରୁଣ୍ଡି ଡେଇଁ ଲେ ସତରେ ହୋଇଯିବି ମୁଁ ସବୁଦିନ ପାଇଁ ଅଜଣା
ଅମୀତା ଦାଶ 🙏
”
312
More oriya quote from Amita Dash
Download StoryMirror App