STORYMIRROR
ମୋ...
ମୋ ଆଖିର ନିଦକୁ...
ମୋ ଆଖିର...
“
ମୋ ଆଖିର ନିଦକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ରାତିଟିଏ କାହିଁ, ମୋ ମନର ସ୍ବପ୍ନକୁ ପୂରଣ କରିବା ପାଇଁ ଲମ୍ବା ନିଦଟିଏ କାହିଁ, ମୋ ତୃଷ୍ଣା ମେଣ୍ଟେଇବାକୁ ଅଳସୀ ଝରଣାଟିଏ କାହିଁ
କୋଉଠି ଅଛି ଏବେବି ଖୋଜୁଛି
ଜାଣିନି ମିଳିବ କି ନାହିଁ ସେ ଆଶାରେ ବଞ୍ଚିରହିଛି l
”
196
More oriya quote from Jnanaranjan Sahoo
Download StoryMirror App