STORYMIRROR
ମନର...
ମନର କଷ୍ଟ ପାଇ...
ମନର କଷ୍ଟ...
“
ମନର କଷ୍ଟ ପାଇ ବୁଦ୍ଧି ଥକି ଗଲା ପରେ ଆଖିରୁ ଲୁହ ଝରଝର ଝରି ପଡି ଥାଏ🥹
ହେଲେ ଏହି ସମାଜକୁ ଲାଗିଥାଏ କି ମୁଁ କିଛି ବୁଝି ସୁଝି ପାରୁନାହିଁ😲
ହେଲେ ମୁଁ ସବୁ କିଛି ବୁଝି ପାରି ଥାଏ ବାସ୍ କିଛି କହିପାରି ନଥାଏ ସମାଜକୁ😮💨
”
11
More oriya quote from TAPAS RAYSINGH
Download StoryMirror App