STORYMIRROR
ମଣିଷ ନିତ୍ୟ...
ମଣିଷ ନିତ୍ୟ...
ମଣିଷ ନିତ୍ୟ...
“
ମଣିଷ ନିତ୍ୟ ପରିବର୍ତ୍ତନଶୀଳ।ପରିବର୍ତ୍ତନ ହେତୁ ତାର ପ୍ରଗତି।ସ୍ଥିରତା ତାର ଧର୍ମ ନୁହେଁ,ଗତାନୁଗତିକତା ତା'ର ଆଦର୍ଶ ନୁହେଁ।ଆଗକୁ ଗତି କରିବା, ଅମଡ଼ା ମାଡ଼ି ନୂଆ ବାଟଟିଏ ତିଆରି କରିବା ତାର ଲକ୍ଷ୍ୟ।ଅଳ୍ପରେ ସେ ସନ୍ତୁଷ୍ଟ ନୁହେଁ।ବିରାଟର ସେ ଅନୁସନ୍ଧିତ୍ସୁ।ପୁରୁଣାକୁ ସେ ଘୃଣା କରେ ନାହିଁ, ଅଥଚ ପୁରୁଣାକୁ ବାନ୍ଧି ରଖେ ନାହିଁ।ପୁରୁଣା ଭିତରୁ ନୂଆକୁ ଖୋଜେ।ପୁନଶ୍ଚ ସମ୍ପୂର୍ଣ୍ଣ ନୂଆ ମଧ୍ୟ ହୋଇଯାଏ ତା'ର ଅନୂେଷାର ବାର୍ତ୍ତା।
”
38
More oriya quote from NIBEDITA DAS
Download StoryMirror App