STORYMIRROR

ମଣିଷ ଦେହ ର...

ମଣିଷ ଦେହ ର ଭୋକିଲା ଶ୍ଵାନ। ପ୍ରେମ ହେଇଛି, ପ୍ରେମ ହେଇଛି ବୋଲି ଚାରିଆଡ଼େ ଢ଼ୋଲ ଶୁଭୁଛି କିନ୍ତୁ ପ୍ରେମ ଶୂନ୍ୟ। 😄😄😄ମୋହ ଟାକୁ ଧରି ମଣିଷ ଥେଇ ଥେଇ ହୋଇନାଚୁଛି କିନ୍ତୁ ମୁହଁ ଉପରେ ପ୍ଲାଷ୍ଟିକ ର ମୁଖା ପିନ୍ଧି କହୁଛି ହେ ହେ ମୋର ଜମା ଲୋଭ, ମୋହ ନାହିଁ। ଅବାସ୍ତବ, ଓ ମୂଲ୍ୟହୀନ ଆଶା ଙ୍କୁ ଜୋର କରି ଜାବୁଡ଼ି ଧରୁଛି କିନ୍ତୁ ଏକା ହୋଇଗଲେ ଆଇନା ଆଗରେ ମୁଖା କୁ ବାହାର କରି ଭାରି ଆତୁର ରେ କଇଁ କଇଁ ହୋଇ କାନ୍ଦୁଛି। ନା ତାକୁ ବୁଝେଇ ହେଉଛି ନା ସୁଝେଇ। ରଶ୍ମିରେଖା ସାହୁ

By rashmirekha sahu
 12


More oriya quote from rashmirekha sahu
0 Likes   0 Comments