STORYMIRROR
ମନେ...
ମନେ ରଖନ୍ତୁ ଯେଉଁ...
ମନେ ରଖନ୍ତୁ...
“
ମନେ ରଖନ୍ତୁ ଯେଉଁ ନଈ ଭୂମିକୁ ସିଞ୍ଚି ପରିପୂର୍ଣ୍ଣ କରିପାରେ
ସେହି ନଈ ବନ୍ୟା ହୋଇ ଭୂମିକୁ ବିଧ୍ୱସ୍ତ ବାଲିର ଶଯ୍ୟାରେ ପରିଣତ କରି ପାରେ।
ତେଣୁ ଲୁପ୍ତ ଭୟାଭୟତା କୁ ଅନୁଭବ କରି ବ୍ୟବହାରକୁ ସୁଧାରନ୍ତୁ।
କାରଣ ଯେ ସହି ପାରେ ସେ ଚିତ୍କାର କରି କହି ବି ପାରେ।
”
325
More oriya quote from Papu parida
Download StoryMirror App