STORYMIRROR

ମମତାମୟୀ ତୁ ...

ମମତାମୟୀ ତୁ ସେନେହର ନଈ ସରବ ସହଣୀ ମାଆ , ତୋର ଦୟା ବଲେ ଜନନୀ ମୋହର ଦେଖିଲି ଏଇ ଦୁନିଆଁ । ସନ୍ତାନର ଦୁଃଖ ଆଖିରେ ଦେଖିଲେ ଝରାଇଥାଉ ତୁ ଲୁହ , ତୋର କୋଳାଗ୍ରତେ ବସିଦେଲେ ଥରେ ଭୁଲିଯାଏ ସବୁ କୋହ । ✍️ ଚନ୍ଦନ ସାହୁ

By Chandan Sahu
 14


More oriya quote from Chandan Sahu
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments