STORYMIRROR
ମହିଳା...
ମହିଳା କେବେ ମଇଳା...
ମହିଳା କେବେ...
“
ମହିଳା କେବେ ମଇଳା ନୁହଁ। କିନ୍ତୁ ତାକୁ ବେଶ୍ୟା, ଅଲକ୍ଷଣୀ,କଳଙ୍କନି ଆଖ୍ୟା ଦେଉଛି କିଏ? ଏ ସମାଜ,ପରିସ୍ଥିତି ପରିବେଶ, ତୁମେ ନା ମୁଁ ??ହଁ ଏ ପ୍ରଶ୍ନର
ଉତ୍ତର ଆପେ ଆପେ ମିଳିଯିବ। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ସମାଜ ସକ୍ଷମ ହୋଇପାରିବ ତ?
ଡଃ ଝରଣା ଶତପଥୀ
”
201
More oriya quote from Dr Jharana Satapathy
Download StoryMirror App