STORYMIRROR
ମାଟି...
ମାଟି ଅଛି ବୋଲି...
ମାଟି ଅଛି...
“
ମାଟି ଅଛି ବୋଲି ଖାଦ୍ୟ ଅଛି, ଜୀବନ ଅଛି, ମାଟି ଆମକୁ ଜନ୍ମିତ ମା ଙ୍କ ଠୁଁ ବି ବଳି ସବୁଦିନ ଖାଦ୍ୟ ଯୋଗାଇ ଦେଇଛି ବୋଲି ତାଙ୍କୁ କୃତଜ୍ଞତା ଜାଣନ୍ତୁ।
# ମାଟି ରେ ଖାଲିପାଦରେ ଚାଲନ୍ତୁ ଓ ବସୁନ୍
# ପୃଥିବୀ ପାଇଁ କିଛି କ୍ଷଣ ସୁଖାସନ ରେ ବସି ନିଜେ ପୃଥିବୀ ର ମା' ବୋଲି ଅନୁଭବ ନେଇ ତା ' ପାଇଁ ଯେତେ ସମ୍ଭବ ଶୁଭ, ସବୁଜ ସୁନ୍ଦର ବ୍ରହ୍ମାଣ୍ଡ ର କାମନା କରନ୍ତୁ ।
”
18
More oriya quote from Jayashree Nanda
Download StoryMirror App