STORYMIRROR
" ମାତା...
" ମାତା...
" ମାତା...
“
" ମାତା "
(କାଦମ୍ବରୀ ମହାଖୁଡ଼)
=============
" ମାତା "
ସନ୍ତାନର ଜୀବନରେ ସ୍ୱର୍ଣ୍ଣ ବହି ମଲାଟ
କଷଟି ପଥରର ପରି
ଜୀବନର ଚମତ୍କାର ଆଲୋକ
ଦୟାମୟୀ ସ୍ନେହମୟୀ କରୁଣାର ସାଗର
ସୁବର୍ଣ୍ଣ ରେ ବର୍ଣ୍ଣିବକେ
ମାତା ବିନା ସନ୍ତାନ ଜେ ସ୍ନେହ ହୀନ ଫକୀର.....
ମାତା ବିନା ସନ୍ତାନ ଜେ ସ୍ନେହ ହୀନ ଫକୀର || 🙏
”
172
More oriya quote from Kadambari Mohakhud
Download StoryMirror App