STORYMIRROR
ମା ଯଦି ଏକ...
ମା ଯଦି ଏକ...
ମା ଯଦି ଏକ...
“
ମା ଯଦି ଏକ କୁଡ଼ିଆଟେ
ବାପା ଖରବର୍ଷା ସହୁଥିବା ଛାତଟିଏ।
ମା ଯଦି ଏକ ଛୋଟ ଡଙ୍ଗା
ବାପା ତାକୁ ଚଲାଉଥିବା କାତଟିଏ।
ମା ଯଦି ଆମ ଚୁଲି ହୁଏ
ବାପା ସେ ଚୁଲିରେ ଜଳୁଥିବା କାଠଟିଏ।
ମା ଯଦି ହୁଏ ସଫଳତା
ବାପା ସେ ସ୍ଥାନରେ ପହଞ୍ଚାଉଥିବା ବାଟଟିଏ।
”
334
More oriya quote from Papu parida
Download StoryMirror App