STORYMIRROR

" ମା " 🙏 (...

" ମା " 🙏 ( କାଦମ୍ବରୀ ମହାଖୁଡ଼ ) ମୁଁହରେ ହସଟିଏ ଦେବା ପାଇଁ ପ୍ରତିବନ୍ଧକର ଧୂଳି ଦେହରେ ନଲାଗିବା ପାଇଁ ଯିଏ ଦୃଢ ସଂକଳ୍ପରେ କଷ୍ଟକୁ ନିଜ ଭିତରେ ଚାପି ରଖିଥାଏ ସେ ହେଉଛି ଆମ.... "ମା" ଯିଏ ଗଭୀର ଯନ୍ତ୍ରଣାରେ ବି ଅଭିନୟକରି ଆମ ମୁଁହରେ ହସ ଫୁଟାଇ ଥାଏ ସେ ହେଉଛି ଆମ....... " ମା " 🙏

By Kadambari Mohakhud
 279


More oriya quote from Kadambari Mohakhud
1 Likes   0 Comments
1 Likes   0 Comments
1 Likes   0 Comments
0 Likes   0 Comments
1 Likes   0 Comments