STORYMIRROR

ମା ଅକ୍ଷର ଟା...

ମା ଅକ୍ଷର ଟା ସବୁଠାରୁ ବଡ ସିଏ ତୋ ସଂସାରେ ସାର ତା ସ୍ବେହ୍ନ ମମତା ଆଗରେ ଆଜି ସବୁ କିଛି ହୁଏ ପର ଗର୍ଭ କଷ୍ଟ ସହି ଜନମ ଦେଇଚୁ କରିନୁ କେବେ ପର ହାତ୍ ଧରି ମା ଚାଲି ଶିଖାଇଚୁ ମା କୋଳ ସରଗ ପୁର

By Arun Kumar Meher
 296


More oriya quote from Arun Kumar Meher
20 Likes   0 Comments