STORYMIRROR
ମା...
ମା ...
ଅବ୍ୟକ୍ତ...
ମା...
“
ମା ...
ଅବ୍ୟକ୍ତ ଭାବ ର ଗନ୍ତା ଘର
ଯନ୍ତ୍ରଣା ର ଉପଶମ କାରୀ
ଆହୁରି ବି
ଅପରିମିତ ସ୍ନେହ ଶ୍ରଦ୍ଧା ର ଶରୀର....
ବିନା ଶବ୍ଦ ରେ ପଢି ପାରୁଥିବା
କ୍ଳାନ୍ତ ଶ୍ରାନ୍ତ ମନ ର ସାନ୍ତ୍ୱନା
କେବଳ ମା
”
230
More oriya quote from Smita Tripathy
Download StoryMirror App