Smita Tripathy
Literary Captain
4
Posts
0
Followers
1
Following

I'm Smita and I love to read StoryMirror contents.

Share with friends
Earned badges
See all

ତୁ ଯେ ମୋ ଅବ୍ୟକ୍ତ ଶବ୍ଦ ଗୁଚ୍ଛ ତୋ ପଣତ ପୋଛେ ମୋ ଲୁହ, ତୁ ହିଁ ମୋ ସାହା ଭରସା ତୋ ବିନା ରହିଯାଏ ମୋ ଅକୁହା କୋହ..

ମା ... ଅବ୍ୟକ୍ତ ଭାବ ର ଗନ୍ତା ଘର ଯନ୍ତ୍ରଣା ର ଉପଶମ କାରୀ ଆହୁରି ବି ଅପରିମିତ ସ୍ନେହ ଶ୍ରଦ୍ଧା ର ଶରୀର.... ବିନା ଶବ୍ଦ ରେ ପଢି ପାରୁଥିବା କ୍ଳାନ୍ତ ଶ୍ରାନ୍ତ ମନ ର ସାନ୍ତ୍ୱନା କେବଳ ମା


Feed

Library

Write

Notification
Profile