STORYMIRROR

ମା'...

“ ମା' ଆସୁଛନ୍ତି.. ପିତୃପକ୍ଷ ଗଲା ଦେବୀପକ୍ଷ ହେଲା ଅଶିଣ ଆସିଲା ପଶି ଭିଜା କାକରର ଶୀତୁଆ ବାସ୍ନାରେ କାଶତଣ୍ଡି ହୁଏ ଖୁସି ସଜେଇ ହେଲାଣି ସବୁଜ ଧରା ଯେ ଶିଶିର ଗହଣା ପିନ୍ଧି ସଜେଇ ହେଲେଣି ଦଶଭୁଜା ମା ଆସିବେ ନୂପୁର ବାନ୍ଧି। ”

By Susanta kumar Dash
 489


More oriya quote from Susanta kumar Dash
24 Likes   0 Comments