STORYMIRROR
"ମା...
"ମା .... ଆରମ୍ଭ...
"ମା .......
“
"ମା .... ଆରମ୍ଭ ତୋଠାରୁ "
==============
( କାଦମ୍ବରୀ ମହାଖୁଡ଼ )
ପ୍ରଥମ ସୃଷ୍ଟି ଯେ....... ମା
ତୋ ଗର୍ଭରୁ
ପ୍ରଥମ ତୃଷ୍ଣା ବି ମେଣ୍ଟିଛି...... ମା
ତୋ ବକ୍ଷରୁ
ସଂସାର ର ତ୍ୟାଗ କଣ ..... ମା
ଦେଖିଛି ତୋ ଠାରୁ
ଜୀବନର ପ୍ରଥମ ସ୍ପର୍ଶ ବି ..... ମା
ତୋ କୋଳରୁ
ଜନ୍ମର ପ୍ରଥମ ଖେଳ ବି ....ମା
ତୋ କୋଳ ଝୁଲଣାରୁ || 🙏
”
360
More oriya quote from Kadambari Mohakhud
Download StoryMirror App