STORYMIRROR
ମା
----...
ମା
---------
ମା...
ମା
---------...
“
ମା
---------
ମା ଏକ ନିବିଡ଼ତା ର ଆବେଗ
ମା ପୁଣି ସ୍ନେହ ଆଉ ସୁରକ୍ଷା ର ବଳୟ ll
ମା ସେତ ଏକ ଜୀବନ ଓ ଜନ୍ମର ବାସ୍ତବ ଆଇନା,
ପୃଥିବୀ ରୁ ମହାକାଶ ପର୍ଯ୍ୟନ୍ତ
ଜ୍ଞାନ ରୁ ସଂମ୍ମୋହନ ପର୍ଯ୍ୟନ୍ତ ବିସ୍ତୃତ ସେ ମା ର ଅର୍ଥ ll
ଯେଉଁ ଶବ୍ଦ ର ଆକାର ଓ ବିକାର ନାହିଁ
ସମସ୍ତ ସମ୍ପର୍କ ରୁ ଯେ ଉର୍ଦ୍ଧରେ ସେ ହେଉଛି "ମା" ll
”
309
More oriya quote from Jasobanta Nayak
Download StoryMirror App